Browsing Tag

Accident during elephant rescue

ହାତୀ ଉଦ୍ଧାର ବେଳେ ଅଘଟଣ, ଭାସି ଗଲେ ସାମ୍ବାଦିକ ଓ କ୍ୟାମେରା ମ୍ୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀର ମୁଣ୍ଡୁଳି ବ୍ରିଜ ନିକଟରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେବ ଫସି ରହିଥିବା ହାତୀ ଉଦ୍ଧାର ସମୟରେ ଅଘଟଣ । ୬ ଜଣ ଓଡ୍ରାଫ୍ ଟିମ୍ ସହ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିବା କୁହାଯାଉଛି । ମାତ୍ର ବୋଟ ଟି ଓଲଟି ଯିବା ଫଳରେ ବୋଟ ରେ…