ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ ୧କେଜି ସୁନା
ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ରେକର୍ଡ ପରିମାଣର ସୁନା । ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ହୁଣ୍ଡି ଗଣତିରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ୧ କେଜି ୮୦୦ ମିଲିଗ୍ରାମ ଓଜନର ସୁନା ପାଇଛି । ଅତୀତରେ କେବେ ବି ଏତେ ପରିମାଣର ସୁନା ହୁଣ୍ଡିରୁ ମିଳିନାହିଁ ଯାହା ଚର୍ଚ୍ଚାର ବିଷୟ ହୋଇଛି । ହୁଣ୍ଡିରୁ…