ରାଜ୍ୟସଭାରୁ ସସପେଣ୍ଡ ହେଲେ ଆପ ସାସଂଦ ସଞ୍ଜୟ ସିଂହ
ରାଜ୍ୟସଭାରୁ ସସପେଣ୍ଡ ହେଲେ ଆପ ସାସଂଦ ସଞ୍ଜୟ ସିଂହ । ସଞ୍ଜୟ ସିଂହଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସପେଣ୍ଡ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ବଳକା କାର୍ଯ୍ୟ ଦିବସରେ ସଞ୍ଜୟ ସିଂହ ଯୋଗ ଦେଇ ପାରିବେ ନାହିଁ । ମଣିପୁର ପ୍ରସଙ୍ଗକୁ ନେଇ ସଞ୍ଜୟ ସିଂହ ବିରୋଧ ପ୍ରଦର୍ଶନ…