ଦିଲ୍ଲୀରେ ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ, ୬ ଜଣ ଜୀବନ୍ତ ଦଗ୍ଧ
ଉତ୍ତର-ପଶ୍ଚିମ ଦିଲ୍ଲୀର ପିତମ୍ପୁରା ଅଞ୍ଚଳରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ…