ଭୁଶୁଡିଲା ପାଞ୍ଚ ମହଲା କୋଠା
ହୋଲି ଦିନ ଦିଲ୍ଲୀର ବିଜୟ ପାର୍କ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହଠାତ୍ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ଘର ଚାରିପାଖରେ କେହି ନଥିଲେ, ନଚେତ୍ ଅନେକ ଲୋକ ଆହତ ହୋଇଥାନ୍ତେ। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଜଣାପଡିନାହିଁ । କିନ୍ତୁ ଆଖପାଖ ଥିବା ଘରଗୁଡ଼ିକ…