Browsing Tag

A fire broke out at Puri railway station

ପୁରୀ ରେଳ ଷ୍ଟେସନରେ ଲାଗିଲା ନିଆଁ

ଶ୍ରୀକ୍ଷେତ୍ର ପୁରୀ ରେଳ ଷ୍ଟେସନରେ ହଠାତ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । ତେବେ ୱାଶିଂ ଲାଇନରେ ଥିବା ୨୪ ଏବଂ ୨୫ ନମ୍ବରର ଇନଭର୍ଟରରରେ ସର୍ଟ ସିର୍କଟ ହେବା ଯୋଗୁଁ ଏଭଳି ଏକ ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇବା…