ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉପରେ ଉଡ଼ିଲା ଡ୍ରୋନ୍
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍ । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍ ଉଡାଇବା ଉପରେ ପୁଲିସ ପ୍ରଶାସନ କଟକଣା ଲଗାଇଛି । ଶ୍ରୀମନ୍ଦିର ସୁରକ୍ଷା ଓ ଏହି ଅଞ୍ଚଳରେ ଶବ୍ଦ…