ଦିନକ ପରେ ଇତିହାସ ରଚିବ ଭାରତ, ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ
ଦିନକ ପରେ ଇତିହାସ ରଚିବ ଭାରତ । ଇସ୍ରୋ ନିଜ ମିଶନରେ ସଫଳ ହେବ । ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ…