Browsing Tag

A ban on charging arbitrary parking fees

ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ଲାଗିବ ରୋକ

ମନଇଚ୍ଛା ପାର୍କିଂ ଫି' ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି' ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ…