ବଦଳିଲେ ୯୫ଜଣ ପୂର୍ତ୍ତ ବିଭାଗ ଯନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ରଥମ ଥର ପାଇଁ ବଦଳିଲେ ୯୫ଜଣ ଯନ୍ତ୍ରୀ । ପୂର୍ବରୁ କେବେ ଅଟେ ସଂଖ୍ୟକ ଯନ୍ତ୍ରୀଙ୍କ ବଦଳି ଏକ ସାଙ୍ଗରେ ହୋଇନଥିଲା । ଏସମସ୍ତ ଯନ୍ତ୍ରୀ ପୂର୍ତ୍ତ ବିଭାଗର ବୋଲି ସୂଚନା ମିଳିଛି । ସେମାନେ ଅନେକ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ ।
ସୂଚନା…