କମୁଛି ହୀରାକୁଦର ଜଳସ୍ତର; ବନ୍ଦ ହେଲା ୮ଟି ଗେଟ
ଧୀରେ ଧୀରେ ହୀରାକୁଦର ଜଳସ୍ତର କମୁଛି । ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବାବେଳେ ୨ ଦିନ ହେବ ବର୍ଷାର ପରିମାଣ କମିଛି । ଯାହା ଫଳରେ ଆଜି ମୋଟ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ, ଏବେ ୩୨ ଗେଟ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ ଏବେ ଜଳସ୍ଥର…