ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ୫ଟି ସଚିବ ଓ ପୂର୍ତ୍ତ ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚି ଥିଲେ ୫ଟି ସଚିବ ଓ ପୂର୍ତ୍ତ ସଚିବ । ସେଠାରେ ଯାତ୍ରୀ ମାନଙ୍କ ଅସୁବିଧା ସମ୍ୱନ୍ଧରେ ପଚାରି ବୁଝିବା ସହ ସେଠାରେ ଥିବା ପିଇବା ପାଣି ସମସ୍ୟା, ଆବର୍ଜନା ସମସ୍ୟାକୁ ହୃଦୟଙ୍ଗମ କରିଥିଲେ । ବାଦାମବାଡ଼ିରେ ଟ୍ରାଫିକ ଏକ…