ପୁଣି ଖୋଲିଲା ଆଉ ୫ଟି ଗେଟ୍
ପୁଣି ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ଅପରାହ୍ନରେ ୫ଟି ଗେଟ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲିଛି । ରାତି ମଧ୍ୟରେ ଆଉ ୪ଟି ଗେଟ୍ ଖୋଲିବା ନେଇ ସୂଚନା ମିଳିଛି ।ଏହା ଫଳରେ ଏବେ ହୀରାକୁଦର ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟକ୍ରମେ ଆଜି ରାତି ସୁଦ୍ଧା ମୋଟ୍…