ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳ ୪୮ ଘଣ୍ଟା ପାଇଁ ହେବ ସଟଡାଉନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ସଟଡାଉନ ହେବ ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳ । ଏହି ସଟଡାଉନ ଆଜି ରାତି ୮ଟାରୁ ଲାଗୁ ହୋଇ ୬ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଏହି ସଟଡାଉନ ସମୟରେ…