୪୩ ଜଣ ନୂଆ ମନ୍ତ୍ରୀ ଭାବେ ନେଲେ ଶପଥ, ଆଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରୀ ହେବା ନେଇ ସର୍ବ ପ୍ରଥମେ ଆକଳନ କରିଥିଲା ଓଡ଼ିଶା…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରାୟ ଦୁଇମାସ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ପଶ୍ଚିମବଙ୍ଗ ନିର୍ବାଚନରେ ପରାସ୍ତ ପରେ, ଆଗକୁ ଥିବା ୟୁପି ନିର୍ବାଚନରେ ଏହାର ପ୍ରଭାବ ପଡିବା ଆଶଙ୍କାରେ ବିଜେପି ଚିନ୍ତିତ ହୋଇଯାଇଥିଲା । ତେଣୁ କିଛି ଅସନ୍ତୁଷ୍ଟ…