ଖୋଲିଲା ୪୦ଟି ଗେଟ; ହେବ ବଡ଼ବନ୍ୟା !
ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ ୧୪ଟି ଗେଟ ଖୋଲାଯାଇଛି । ଫଳରେ ବର୍ତ୍ତମାନ ୪୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଏହି ସମୟରେ ଡ୍ୟାମକୁ ୬ ଲକ୍ଷ ୯୧ ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା…