ଏନଆଇଟିରୁ ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ
ରାଉରକେଲା ସ୍ଥିତ ଏନଆଇଟିରେ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ପରୀକ୍ଷା ଚାଲୁଥିବା ବେଳେ ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର।ଗତକାଲି ପରୀକ୍ଷା ଚାଲିଥିବା ବେଳେ ଏହି…