Browsing Tag

4 days holiday for four rounds of voting

ଚାରୋଟି ପର୍ଯ୍ୟାୟ ଭୋଟ ପାଇଁ ୪ଦିନ ଛୁଟି

ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ । ଏହି ଚାରୋଟି ପର୍ଯ୍ୟାୟ ନିର୍ବାଚନ ସମୟରେ ବ୍ୟାଙ୍କ ଓ ବ୍ୟାଙ୍କିଂ ସେକ୍ଟର, ସରକାରୀ ଅଫିସ୍ ଓ କୋର୍ଟ ବନ୍ଦ ରହିବ । ଏନେଇ ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଆସନ୍ତା ମେ…