କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣା; ୩୦ ମୃତ, ଶତାଧିକ ଆହତ,୪ ଅଧିକାରୀଙ୍କୁ ବଡ଼ ଦାୟିତ୍ବ
ସୋର ବାହାନଗାରେ ହାଓ୍ବଡ଼ା ସାଲିମାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା। ଏହି ଦୁର୍ଘଟଣାରେ ପ୍ରଥମେ ୩୦ ମୃତ ଓ ଶତାଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ୪୭ ଜଣଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି…