ସିଂହଦ୍ଵାରରେ ତିନି ରଥ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ତା୬.୭.୨୦୨୪ ରିଖ, ଶନିବାର ଶୁକ୍ଲ ପ୍ରତିପଦା ରେ ସିଂହ ଦ୍ଵାର ରେ ପହଂଚିଛନ୍ତି ଦିବ୍ୟ ତିନି ରଥ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ଘ.୬.୧୫ ରେ ବଢିବା ପରେ ପରବର୍ତ୍ତୀ ନୀତି ମାନ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ…