ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ-୨୦୨୦; କପ୍, ଜ୍ୟାକେଟ ଓ ମାସକଟ୍ କୁ ଲୋକାର୍ପିତ କଲେ ମୁଖମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଫୁଟବଲ ୨୦୨୦ର କପ୍, ଜ୍ୟାକେଟ୍ ଏବଂ ମାସକଟ୍ ଲୋକାର୍ପିତ କରିଛନ୍ତି ।
ରାଜ୍ୟର ନଅ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ…