ହଳଦୀ ପଡିଆ ବସ୍ତି ରୁ ୩୬.୬୫ଗ୍ରାମ ବ୍ରାଉନ ସୁଗର ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ହଳଦୀପଡ଼ିଆ ରୁ ପୁଣି ଜବତ ହେଲା ବ୍ରାଉନ ସୁଗର । କୁଇକ ଆକ୍ସନ ଟିମ ଓ ଲଷ୍ମୀସାଗର ପୋଲିସ ମିଳିତ ଭାବେ ଚଢ଼ାଉ କରି ୩୬.୬୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ନିଶା କାରବାର ଭୁବନେଶ୍ୱର ର ହଳଦୀପଡ଼ିଆ…