କାର୍କୁ ପିଟିଲା ଟ୍ରକ୍, ୨ ଇନ୍ସପେକ୍ଟର ମୃତ
ଭୟଂକର ରାସ୍ତା ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇ ପୁଲିସ୍ ଇନ୍ସପେକ୍ଟରଙ୍କ ଜୀବନ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ଘଟଣାସ୍ଥଳରେ ହିଁ ଦୁହେଁ ଆଖି ବୁଜିଲେ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତକଦ୍ୱୟ ହେଲେ ଇନ୍ସପେକ୍ଟର ଦିନେଶ…