ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ଚାଲିଗଲେ ୯ ଜଣ ଲୋକ
ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ…