ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ମୃତ
ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ଦୁଇ ବିମାନର ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ଅନ୍ୟ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ମୋରେନା ଜିଲ୍ଲାରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଶନିବାର ସକାଳେ କ୍ରାସ୍ ହୋଇଥିଲା ।…