Browsing Tag

2 fake universities identified in Odisha

ଓଡ଼ିଶାରେ ୨ଟି ନକଲି ବିଶ୍ବବିଦ୍ୟାଳୟ ଚିହ୍ନଟ

ଓଡିଶାରେ ଦୁଇଟି ନକଲି ବିଶ୍ବବିଦ୍ୟାଳୟ ଚିହ୍ନଟ ହୋଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି ) ପକ୍ଷରୁ ଜାରି ହୋଇଥିବା ତାଲିକା ଅନୁସାରେ ଓଡିଶାର ନକଲି ବିଶ୍ୱବିଦ୍ୟାଳୟ ଦୁଇଟି ହେଉଛି ଦି ନବଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡ଼ିଶା ୟୁନିଭରସିଟି ଆଣ୍ଡ ୟୁନିଭରସିଟି ଅଫ ଆଗ୍ରିକଲଚର ଆଣ୍ଡ…