Browsing Tag

2 Earthquakes Hit Madhya Pradesh

ଥରିଲା ମଧ୍ୟପ୍ରଦେଶ ଓ ଛତିଶଗଡ଼

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦୦ ରହିଛି। ଏହି ଭୂକମ୍ପ ଝଟକା ଲୋକମାନେ ସକାଳ ୧୦.୩୧‌ରେ ଅନୁଭବ କରିଥିଲେ। ଭୂକମ୍ପର ଝଟକା ଲୋକମାନେ ଅନୁଭବ କରିବା କ୍ଷଣି ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।…