ନିର୍ମାଣଧୀନ ସ୍ୱରେଜ ଟାଙ୍କିରେ ପଡି ୨ ମୃତ
ଭୁବନେଶ୍ୱର ଶିଶୁପାଳ ଗଡ଼ରେ ଅଘଟଣ । ନିର୍ମାଣଧୀନ ଘରର ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ । ସାଥୀ ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଚାଲିଗଲା ଅନ୍ୟ ଜଣଙ୍କ ଜୀବନ । ଦୁଇ ଜଣଙ୍କ ଘର ହେଉଛି ପଶ୍ଚିମବଙ୍ଗର ବୀର ଭୁମିର । ଘର ମାଲିକ କାକଟପୁରର ଦେବ କୃପା ଦଳେଇ,…