୧୪ ମୃତଦେହ ପ୍ଲାଷ୍ଟିକ ବ୍ୟାଗରେ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୪ଟି ବ୍ୟାଗରୁ ଉଦ୍ଧାର ହେଲା ନବଜାତକଙ୍କ ମୃତଦେହ । କୋଲକାତାର ଏକ ନିର୍ମାଣଧୀନ ଅଞ୍ଚଳରୁ ମିଳିଛି ଏହି ମୃତଦେହ ।
ସୂଚନା ଅନୁଯାୟୀ, କୋଲକାତାର ହରଦେବପୁର ଥାନା ଅର୍ନ୍ତଗତ ରାଜା ରାମମୋହନ ରୟ ସାରଣୀ ପାଖରେ ଏକ ନିର୍ମାଣାଧୀନ ଅଞ୍ଚଳକୁ ସଫା କରିବାକୁ ଯାଇଥିବା…