Browsing Tag

11 people drowned in the river during Ganesh Bhasani

ଗଣେଶ ଭସାଣି ବେଳେ ନଦୀରେ ବୁଡି ୧୧ ମୃତ

ହରିୟାଣା ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଶିଶୁ ମଧ୍ୟ ସାମିଲ ଅଛନ୍ତି । ତେବେ ଗଣେଶ ଭସାଣି ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି । ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ୪ ଜଣ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।…