୧୧% ମହଙ୍ଗା ଭତ୍ତା ବୃଦ୍ଧି
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧%କୁ ବୃଦ୍ଧି କରିଛନ୍ତି। ଏହା ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ । ଏହା ଦ୍ବାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଉପକୃତ କରିବ ।
ମଧ୍ୟପ୍ରଦେଶ ସରକାର ବର୍ଷକୁ ୨ଥର ଭତ୍ତା ବୃଦ୍ଧି…