ଗଣଶିକ୍ଷା ମନ୍ତ୍ରୀ ଙ୍କ ବଡ଼ ଘୋଷଣା: ବାତିଲ ହେଲା ମାଟ୍ରିକ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବହେଳା ହୋଇଛି। ଏଥିସହିତ ସଂକ୍ରମଣ ବଢ଼ୁଥିବାରୁ ଉଚ୍ଚଶିକ୍ଷା ପରୀକ୍ଷା ବାତିଲ ହୋଇଯାଇଥିବା ବେଳେ ଆଜି ରାଜ୍ୟ ବୋର୍ଡ ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ ହୋଇଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର…