Browsing Tag

1 pilot dead

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ମୃତ

ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ଦୁଇ ବିମାନର ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ଅନ୍ୟ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ମୋରେନା ଜିଲ୍ଲାରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଶନିବାର ସକାଳେ କ୍ରାସ୍ ହୋଇଥିଲା ।…

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଜଣେ ପାଇଲଟ ମୃତ

ଅରୁଣାଚଳପ୍ରଦେଶର ତବାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ସହିଦ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ସକାଳ ପାଖାପାଖି ୧୦ଟା ସମୟରେ ହେଲିକପ୍ଟର ଉଡାଣ ଭରୁଥିବାବେଳେ ଘଟିଛି । ଏଥିରେ ୨ଜଣ ପାଇଲଟ୍ ଥିଲେ । ଦୁର୍ଘଟଣାରେ…