Browsing Tag

ସୁନା ଜବତ

ଭୁବନେଶ୍ୱର ବିମାନ ବନ୍ଦର ପାଲଟିଛି ଚୋରା ସୁନାର ଗନ୍ତବ୍ୟ ସ୍ଥଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ସୁନା ଜବତ ହୋଇଛି ଭୁବନେଶ୍ୱର ଏୟାରପୋର୍ଟରୁ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫ କିଲୋରୁ ଅଧିକ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ରାଜସ୍ୱ ଗୁଇନ୍ଦା ବିଭାଗ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।…