ମନ୍ତ୍ରୀମାନେ ଦେବେ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମେ’ ୨୧ରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଚାରି ବର୍ଷ ପୂରଣ ହେବାକୁ ଯାଉଛି । ୨୦୧୯ରେ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ ଚେଇଁ ଉଠିଛନ୍ତି। ଆସନ୍ତା ୮ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜଣ ଜଣ କରି ସବୁ ମନ୍ତ୍ରୀଙ୍କୁ ଦେବାକୁ ହେବ ଅଗ୍ନି…