Browsing Tag

ବିଧାୟକ ସମନ

ଡ଼ି ବ୍ରଦର୍ସ ଲିଙ୍କରେ ବିଧାୟକଙ୍କୁ ସମନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ଯାଜପୁର ଜିଲ୍ଲାର ଟାଣୁଆ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଗୁଡିଲିଷ୍ଟରେ ସ୍ଥାନ ପାଇଥିବା ପ୍ରଣବଙ୍କ ପାଇଁ ବଢିଛି ଅଡୁଆ । ଡ଼ି ବ୍ରଦର୍ସ ଲିଙ୍କରେ ଯାଜପୁର ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟଙ୍କୁ ଆସନ୍ତା ୭ତାରିଖ ଅପରାହ୍ନ ୩ଟା ବେଳେ ସମସ୍ତ…