ପାର୍ସଲ ବୋମାର ଶେଷ ହେଲା ନାଟ୍ୟ ରୂପାନ୍ତର ପୁଞ୍ଜିଲାଲ ଯିବେ ଜେଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ପୁଞ୍ଜିଲାଲ ମେହେର ପାଟଣାଗଡ ବୋମା ବିସ୍ଫୋରଣର ଡେମୋ ଦେଖାଇଛି । କ୍ରାଇମବ୍ରାଞ୍ଚ ଆଇଜିଙ୍କ ଆଗରେ ସେ ଡେମୋ ପ୍ରଦର୍ଶନ କରିଥିବା ବେଳେ ଏହାର ଭିଡିଓ ରେକଡିଂ କରାଯାଇଥିଲା ।
ପାଟଣାଗଡସ୍ଥିତ ତାଙ୍କ ଘରୁ ରାୟପୁର ପାର୍ସଲ ବୁକିଂ…