ବିନା ନିର୍ବାଚନରେ ଦୁଇ କଲେଜ ଅଶାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜ । ଦୀର୍ଘଦିନର ଶତ୍ରୁତା ଉଗ୍ରରୂପ ନେଇଛି । ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ଛାତ୍ର ସଭାପତି କଳ୍ପତରୁ ଓଝା ଓ ବିଜେଡି ଭୁବନେଶ୍ୱର ଜୋନ ସଭାପତି ଅଜିତ ବେହେରାଙ୍କୁ ପୋଲିସ ଅଟକ ରଖିଥିବାରୁ ବିଜେବି କଲେଜ…