ବର୍ଷା ଦିନରେ ଖାଆନ୍ତୁ ଏହି ଫଳ, ବଢ଼ିବ ରୋଗ ପ୍ରତିରୋଧକ କ୍ଷମତା
ବର୍ଷା ଦିନରେ ଅନେକ ପ୍ରକାର ରୋଗ ସଂକ୍ରମଣ ହୋଇଥାଏ। ଏଥିସହିତ ମୌସୁମୀ ଜ୍ୱର, ଥଣ୍ଡା ଓ କାଶ ହୋଇଥାଏ। ସେହିପରି ବର୍ଷା ଦିନରେ ଡେଙ୍ଗୁ, ହଇଜା ଓ ଟାଇଫଏଡ ଭଳି ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ତେବେ ମୌସୁମୀ ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ। ଏଥି ଯୋଗୁଁ ଆମକୁ ଏହି ମୌସୁମୀରେ ଅଧିକ ରୋଗ ହୋଇଥାଏ। କିନ୍ତୁ ଯଦି ଖାଦ୍ୟପେୟରେ ଧ୍ୟାନ ଦିଆଯାଏ ତେବେ ଆପଣ ରୋଗରେ ପଡ଼ିବାରୁ ରକ୍ଷା ପାଇପାରିବେ।
Related Posts