ଲକ ଡାଉନରେ ୭ଟି ମନ୍ତ୍ର ମାନିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

0

୧) ଘରେ ଥିବା ବୟସ୍କ ବ୍ୟକ୍ତି ଓ ପୁରାତନ ରୋଗୀଙ୍କ ଅଧିକ ଯତ୍ନ ନିଅନ୍ତୁ ।

୨) ଆୟୁଷ ମନ୍ତ୍ରାଳୟ ଦ୍ୱାରା ଜାରିହୋଇଥିବା ନିୟମ ପାଳନ କରନ୍ତୁ ।

୩) ଘର ତିଆରି ମାସ୍କ ବ୍ୟବହାର କରନ୍ତୁ ।

୪) ‘ଆରୋଗ୍ୟ ସେତୁ’ ଅପ କୁ ଡାଉନ ଲୋଡ଼ କରନ୍ତୁ ଓ ଅନ୍ୟ ମାନଙ୍କୁ ପ୍ରବାର୍ତ୍ତାନ୍ତୁ

୫) ଆଖ ପାଖରେ ଥିବା ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦିଅ ।

୬) ଶିଳ୍ପ ସଂସ୍ଥା ଓ ପ୍ରତିଷ୍ଠାନ ରେ କାର୍ଯ୍ୟରତ କର୍ମଚାରୀଙ୍କୁ ବାରଖାସ୍ତ କରନ୍ତୁ ନାହିଁ

୭) ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଅ ।

Leave a comment