ନେତା ହେବାକୁ ଅମାବାସ୍ୟାରେ ଦେଇଥିଲେ ବଳି, ଦେଖନ୍ତୁ ଭିଡ଼ିଓ

0

ନେତା ହେବାକୁ ଅମାବାସ୍ୟାରେ ଦେଇଥିଲେ ବଳି, ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପରେ ତନ୍ତ୍ରବିଦ୍ୟା, ଅଧ ରାତିରେ ଫଟୋ ରଖି ଦିଆଗଲା ମାଛ ବଳ, ଦିଗପହଣ୍ଡି ରେ ହଇଚଇ।

ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ରାଜନୈତିକ ହଇଚଇ ଥିବାବେଳେ ଏବେ ତନ୍ତ୍ରବିଦ୍ୟା ବଢାଇଛି ଟେନ୍ସନ । ରାଜନେତାମାନେ ବିଭିନ୍ନ ମନ୍ଦିରରେ ପୂଜାପାଠ କରି ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇଥିବା ପୂର୍ବରୁ ନଜିର ରହିଛି । କିନ୍ତୁ ଅତ୍ୟାଧୁନିକ ଯୁଗରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ତନ୍ତ୍ରବିଦ୍ୟା ପ୍ରତି ବିଶ୍ୱାସ ।

SOA Festival
Leave a comment