ମହାକାଶକୁ ଉତ୍‌କ୍ଷେପଣ ହେଲା ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’

0

ସଫଳତା ଦିଗରେ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କଲା ପ୍ରଥମ ଘରୋଇ ରକେଟ୍ ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ ଉତ୍‌କ୍ଷେପଣ । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଦିନ 11:30 ରେ ଉତ୍‌କ୍ଷେପଣ ହୋଇଛି ‘ବିକ୍ରମ-ଏସ୍’ ।

Leave a comment