ଆମେରିକାକୁ ଟପିଲା ଭାରତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଟିକାକରଣରେ ଆମେରିକାକୁ ପଛରେ ପକାଇଛି ଭାରତ। ଭାରତରେ ମୋଟ ୩୨,୩୬,୬୩,୨୯୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବାବେଳେ ଏହି ସମୟରେ ଆମେରିକାରେ ୩୨,୩୩,୨୭,୩୨୮ ଜଣ ଟିକା ନେଇଥିବା ଜଣାପଡିଛି। ତେବେ ଆମେରିକାରେ ୪୬.୫ ପ୍ରତିଶତ ବୟସ୍କ ଟିକା ନେଇସାରିଥିବାବେଳେ ଭାରତରେ ଏମାନଙ୍କ ସଂଖ୍ୟା ମାତ୍ର ୪ ପ୍ରତିଶତ ।

Leave a comment