୩୬୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୩୬୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।
Covid-19 Report For 14th September
New Positives Cases: 3645
In quarantine: 2151
Local contacts: 1494(Details of local contacts will be shared by concerned Dist Administration)
District Wise Cases
1. Angul: 39
2. Balasore: 156
3. Bargarh: 157
4. Bhadrak: 143
5. Balangir: 39— I & PR Department, Odisha (@IPR_Odisha) September 15, 2020
ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ସଙ୍ଗରୋଧରୁ ୨୧୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୪ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏବେ ଆସନ୍ତୁ ଜାଣିବା ଆଜି କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ୪୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୫୧୭, କଟକରେ ୩୫୭, ଗଜପତିରେ ୯, ଯାଜପୁରରେ ୧୧୬, ବାଲେଶ୍ବରରେ ୧୫୬, ଜଗତସିଂହପୁର ଜିଲ୍ଲାରେ ୯୫, ପୁରୀରେ ୨୪୬, କେନ୍ଦ୍ରାପଡ଼ାରେ ୭୫, ଭଦ୍ରକ ଜିଲ୍ଲାରେ ୧୪୩, ସୁନ୍ଦରଗଡ଼ରେ ୮୪, ବଲାଙ୍ଗୀରରେ ୩୯, କନ୍ଧମାଳରେ ୯୫, ମୟୂରଭଞ୍ଜରେ ୧୩୭, ନୟାଗଡ଼ରେ ୩୮, କେନ୍ଦୁଝରରେ ୫୬, ନୂଆପଡ଼ାରେ ୯୦, ଝାରସୁଗୁଡ଼ାରେ ୯୧, ଢେଙ୍କାନାଳରେ ୬୮, କଳାହାଣ୍ଡିରେ ୬୯, ବରଗଡ଼ ଜିଲ୍ଲାରେ ୧୫୭, ଅନୁଗୁଳରେ ୩୯, ମାଲକାନଗିରିରେ ୩୩, ସମ୍ବଲପୁରରେ ୧୨୭, ଦେବଗଡ଼ରେ ୧୫, ବୌଦ୍ଧରେ ୩୦, ସୁବର୍ଣ୍ଣପୁର ଜିଲ୍ଲାରେ ୯୯, କୋରାପୁଟରେ ୯୫, ରାୟଗଡ଼ା ଜିଲ୍ଲାରେ ୭୯ ଓ ନବରଙ୍ଗପୁର ଜିଲ୍ଲାରେ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
6. Boudh: 30
7. Cuttack: 357
8. Deogarh: 15
9. Dhenkanal: 68
10. Gajapati: 9
11. Ganjam: 46
12. Jagatsinghpur: 95
13. Jajpur: 116
14. Jharsuguda: 91
15. Kalahandi: 79
16. Kandhamal: 95
17. Kendrapada: 75
18. Keonjhar: 56
19. Khurda: 517
20. Koraput: 95
21. Malkangiri: 33— I & PR Department, Odisha (@IPR_Odisha) September 15, 2020
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧,୨୨୦୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୯୨୮ ରହିଛି।