ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ରିପୋର୍ଟ ପଜିଟିଭ ବାହାରିଛି। ମୁଁ ସୁସ୍ଥ ଅଛି। ନିକଟରେ ଯେଉଁମାନେ ମୋ ସଂପର୍କରେ ଆସିଥିଲେ ଟେଷ୍ଟ କରାନ୍ତୁ। ଆଇସୋଲେସନରେ ରହି ଟେଷ୍ଟ କରାଇ ନିଅନ୍ତୁ।

Leave a comment