୫ଟି ସଚିବ ଓ ଉନ୍ନୟନ କମିଶନରଙ୍କ ପୁରୀ କୋଭିଡ ହସ୍ପିଟାଲ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀରେ ଥିବା କୋଭିଡ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

ତେବେ ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ମହାପାତ୍ର ରଥ ଖଳା ପରିଦର୍ଶନ କରି ରଥ ନିର୍ମାଣ ଉପରେ ପଚାରି ବୁଝିଥିଲେ।

Leave a comment