ସ୍ୱପ୍ନରେ ସାଧବା ନାରୀକୁ ଦେଖିବାର କ’ଣ ରହିଛି ମହତ୍ୱ ? କେଉଁ ସ୍ବପ୍ନ ଦେଖିଲେ ମିଳିଥାଏ କେଉଁ ସଂକେତ ଆସନ୍ତୁ ଜାଣିବା

0

ମା’ ଅନ୍ନପୂର୍ଣ୍ଣା ହେଉଛନ୍ତି ମା ଲକ୍ଷ୍ମୀ, ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନ ର ଦେବୀ ବୋଲି କୁହାଯାଏ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀ କୃପା ରହିଥାଏ, ସେହି ବ୍ୟକ୍ତି ର କଦାପି ଧନର ଅଭାବ ରହିବ ନାହିଁ l ଜ୍ୟୋତିଷ ଶାସ୍ତ୍ରରେ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଉପାୟ କୁହାଯାଇଛି l ମାନ୍ୟତା ରହିଛି ଯେ ମା ଲକ୍ଷ୍ମୀ ଆସିବା ପୂର୍ବରୁ କୌଣସି ନା କୌଣସି ସଂକେତ ନିଶ୍ଚିତ ଦେଇ ଥାଆନ୍ତି l

-ସ୍ବପ୍ନ ଶାସ୍ତ୍ର ଅନୁସାରେ , ଆଜି ଆମେ ଆପଣଙ୍କୁ କିଛି ସ୍ବପ୍ନ ବିଷୟରେ କୁହାଯାଇଛି, ଯାହା ମା ଲକ୍ଷ୍ମୀଙ୍କ ଆଗମନ ର ସଂକେତ ଦେଇଥାଏ l

– ସ୍ୱପ୍ନରେ ଅଧିକ ବର୍ଷା ହେବ କିମ୍ବା ବର୍ଷା ପାଣି ଦ୍ୱାରା କୌଣସି ସ୍ଥାନ ଜଳମଗ୍ନ ହୋଇଯିବ ହେଉଛି ଧନ ଆଗମନ ର ସଂକେତ କିମ୍ବା ଯଦି ପାଣି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ତେବେ ଏହା ମଧ୍ୟ ହୋଇଥାଏ ଧନ ସମ୍ବଧୟି ସଂକେତ l

-ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ନାଲି କିମ୍ବା ହଳଦିଆ ପୁଷ୍ପ ଦେଖୁଛନ୍ତି , ତେବେ ଏହା ଧନ ଲାଭର ଶୁଭ ସଂକେତ ଅଟେ l ଏମିତିରେ କହିବାକୁ ହଳଦିଆ ଓ ନାଲି ରଙ୍ଗ ଦୁଇଟିକୁ ଶୁଭ ରଙ୍ଗ ଭାବରେ ଗଣନା କରାଯାଇ ଥାଏ l ଏମିତିରେ ମଧ୍ୟ ସମସ୍ତ ଫୁଲ ର ମିଶ୍ରଣ ମଧ୍ୟ ଖୁବ ଶୁଭ ଅଟେ l

– ଯଦି ଆପଣ ସ୍ୱପ୍ନରେ ମନ୍ଦିର ଦେଖୁଛନ୍ତି , ତେବେ ଏହା ଖୁବ ଶୁଭ ଅଟେ l ଏହି ସ୍ୱପ୍ନର ଅର୍ଥ ଭଗବାନ କୁବେର ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ଉପରେ ଧନ ବୃଷ୍ଟିର ସମ୍ଭାବନା ରହିଛି l

-ନାଲି ରଙ୍ଗ ଗୋଟିଏ ଶୁଭ ର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି l ଯଦି ଆପଣ କୌଣସି ସଧବା ନାରୀ କୁ ଦେଖୁଛନ୍ତି ତେବେ ତାହା ଲକ୍ଷ୍ମୀଙ୍କ ଆଗମନ ର ସଂକେତ ଅଟେ l

– ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଉଚ୍ଚ ସ୍ଥାନକୁ ଚଢିବା ଶୁଭ ସଂକେତ ଅଟେ l ଏହି ସ୍ୱପ୍ନର ଅର୍ଥ ଆପଣ ଜୀବନ ରେ ଖୁବ ଶୀଘ୍ର ଉନ୍ନତି କରିବେ l ଜୀବନ ରେ ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ l

– ସ୍ଵପ୍ଣଶାସ୍ତ୍ର କହୁଛି ଯେ ଯଦି ଆପଣ ସ୍ୱପ୍ନରେ ଦାନ୍ତ ଘସୁ ଥିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଖୁବ ଶୁଭ ସଂକେତ ଅଟେ l ଏହି ସ୍ୱପ୍ନର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ l

– ଯଦି ସ୍ୱପ୍ନରେ ଆପଣ ବ୍ୟାଙ୍କ ରେ ପଇସା ଜମା କରିବାର ଦେଖୁଛନ୍ତି କିମ୍ବା ପଇସା ସଂଚୟ କରିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଆର୍ଥିକ ସଂଚୟ ପାଇଁ ଶୁଭ ସଂକେତ ଅଟେ l

Leave a comment