Browsing Tag

zamia milaa University

ବିନା ଅନୁମତିରେ କଲେଜ ଭିତରେ ପ୍ରବେଶ କରିଥିବାରୁ ପୁଲିସ ବିରୋଧରେ ଏଫଆଇଆର ହେବ- ଜାମିଆ ପ୍ରଶାସନ

ନାଗରିକତା ସଂଶୋଧନ ଆଇନ ବିରୋଧରେ ରବିବାର ଦିନ ଜାମିୟା ନଗରେ ହୋଇଥିବା ହିଂସା ଉପରେ ଦିଲ୍ଲୀ ପୁଲିସ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ପୁଲିସ ଗୋଟିଏ ପଟେ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରି ହିଂସାର ତଦନ୍ତ ଆରମ୍ଭ କରିଛି, ଅନ୍ୟପଟେ…