Browsing Tag

Youth Killed Women For Asking Loan Amount In Erasama

ସୁଧ ଟଙ୍କା ମାଗିବାକୁ ଯାଇ ବୃଦ୍ଧା ନିଖୋଜ, ଅଭିଯୁକ୍ତ ଘରୁ ମିଳିଲା ମୃତଦେହ

ଏରସମ ଥାନା କୁଞ୍ଜକୋଠି ଗାଁରେ ଚାଞ୍ଜଲ୍ୟ । ସୁଧ ଟଙ୍କା ମାଗିବାରୁ ଘରକୁ ଡାକି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଯୁବକ । ମାମଲାରେ ପୋଲିସ ଜଣେ ଯୁବକଙ୍କ ସହ ଗାଁର ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ କୁଞ୍ଜକୋଠି ଗାଁର ତୁଳସୀ ମଣ୍ଡଳ ସୁଧ କାରବାର କରନ୍ତି । ଗାଁର ସଞ୍ଜୟ…