Browsing Tag

Xerox shopkeeper fined Rs. 25

୩ ଟଙ୍କା ପାଇଁ ଫାଇନ ଦେବେ ୨୫ ହଜାର

ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ୩ ଟଙ୍କା ପାଇଁ ଦୋକାନୀ-ଗ୍ରାହକ ମୁହାଁମୁହିଁ ଘଟଣା ଜଣେ ଦୋକାନୀଙ୍କୁ ଭାରି ପଡ଼ିଛି। ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ। ଅପମାନିତ କଲେ। ଏବେ ୩ ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା । କାରଣ ଏମିତି…